Back

ଅନସୂୟା


  1. Anasūyā (ସଂ.ବିଣ.) - ଅନସୂୟର ସ୍ତ୍ରୀଲିଙ୍ଗ Feminine of Ansaūya.

  2. (ସଂ.ବି.) - ଅସୂୟାରାହିତ୍ୟ; ଅହନ୍ତାର ଅଭାବ Freedom from spite; absence of envy.

  3. ଦକ୍ଷକନ୍ୟାବିଶେଷ; ଅତ୍ରିଋଷିଙ୍କ ପତ୍ନୀ Name of the wife of sage Atri.

  4. କାଳିଦାସଙ୍କ ଶକୁନ୍ତଳାର ସଖୀବିଶେଷ Name of a companion of Kāḻidāsa's Ṡakuntaḻā.