Back

ଅନହତନାଦ

Also : [ ଅନାହତନାଦ ] 




  1. Anahatanāda (ଗ୍ରା.ବି.) -  (ସଂ. ଅନାହତନାଦ)  ବିନା ଆଘାତରେ ହୃଦୟ ମଧ୍ୟରେ ଜନ୍ମିବା ଧ୍ୱନି A sound produced otherwise than by beating. (ତୋଳିବ ଅନାହତ ନାଦ, ଶ୍ରବଣେ ଶୁଭିବ ଶବଦ। ଭୂପତି, ପ୍ରେମପଞ୍ଚାମୃତ)

  2. ପ୍ରଣବ; ଓଁକାର The mystic syllable 'Om'.