Back

ଅକାଳ ଛତରା


  1. Akāḻa chhatarā (ଗ୍ରା.ବିଣ.) - ଯେଉଁ ବ୍ୟକ୍ତି ଦୁର୍ଭିକ୍ଷ ସମୟରେ ପେଟ ବିକଳରେ ଅନ୍ନସତ୍ରରେ ଖାଏ; ଅର୍ଥାତ୍ 'ଛତରରେ ପଶେ'; ଛତରଖିଆ। (a form of abuse) A person who takes his meal in a public kitchen opened during a famine.



 




  • (ଅକାଳ ଛତରୀ - ସ୍ତ୍ରୀ)