Back

ଅନା


  1. Anā (ସଂ.ଅ.) - (ବୈଦିକ) ଏତଦ୍ଦ୍ୱାରା Here by.

  2. ଏହିପରି Thus.  

  3. ପ୍ରକୃତରେ Indeed.

  4. (ଦେ.କ୍ରି.) - ଅନାଇବା କ୍ରିୟାର ଅନୁଜ୍ଞା ଦ୍ୱିତୀୟ ପୁରୁଷ ଅନାଦରାର୍ଥ ଏକ ବଚନ (ତୁ) ରେ ଆକାର - ଦେଖ୍; ଚାହାଁ  (you) Do look! See!

  5. (ଦେ.ବିଣ.) - ଅନାସ୍ଥାପ୍ରାପ୍ତ; ଅବହେଳିତ Uncared for; disregarded.

  6. (ଦେ.ବି.) - ପ୍ରକାର; ଢଙ୍ଗ; ଭଳି; ଅବସ୍ଥା Manner; condition.

  7. (ନାମ) ଅନାଦି; ଅନାମ ଆଦି ଲୋକଙ୍କ ଡାକ ନାମ Name for calling Anāma or Anādi