Back

ଅନାଖୁ


  1. Anākhu (ପ୍ରାଦେ. ସମ୍ବଲପୁର)(ଯାହା ଆଖୁ ପରି ଦେଖାଯାଏ, କିନ୍ତୁ ଆଖୁ ନୁହେଁ) ଆଖୁଜାତୀୟ ବନ୍ୟ ଗୁଳ୍ମବିଶେଷ A plant in appearance like the sugarcane, Sachharum Arundina cium.