Back

ଅନାଗତବିଧାତା


  1. Anāgatabidhātā (ସଂ.ବିଣ.) - ଯେ ଭବିଷ୍ୟତ ପାଇଁ ଉପାୟ ସଂସ୍ଥାନ କରେ Providing for future; provident.

  2. (ସଂ.ବି.) - ପଞ୍ଚତନ୍ତ୍ରୋକ୍ତ ମାଛର ନାମ Name of a fish in a story of the the Pan̄chatantra.




  •  ଅନାଗତବିଧାତ୍ରୀ - (ସ୍ତ୍ରୀ)