Back

ଅନାଚରଣ


  1. Anācharaṇa (ସଂ.ବି.) - ଉଚିତ ବା ପ୍ରଥାସଙ୍ଗତ କାର୍ଯ୍ୟ ନ କରିବା  Non-performance of what is right or customary.

  2. ଅନୁଚିତ ଆଚରଣ Improper behaviour.




  • ଅନାଚରିତ, ଅନାଚରଣୀୟ




  1. (ସଂ.ବିଣ.) - ଅସଦାଚରଣ  Misconduct.