Back

ଅନାଚାରୀ


  1. Anāchārī (ସଂ.ବିଣ.) - ଉଚିତରୂପେ କାର୍ଯ୍ୟ କରୁ ନ ଥିବା  Not acting properly.

  2. ଭଦ୍ର ସମାଜାନୁମୋଦିତ ଆଚାରବିହୀନ Ill-bred; Ill-behaved.

  3. ଯେ ଗର୍ହିତ ଆଚରଣ କରେ  Of bad conduct.

  4. ଯେ ଶାସ୍ତ୍ରନିର୍ଦ୍ଦିଷ୍ଟ ଆଚାର ନ ପାଳେ Not observing the prescribed canons of the scriptures and law books.




  • ଅନାଚାରିଣୀ - (ସ୍ତ୍ରୀ)