Back

ଅକାଳଝଡ଼ା


  1. Akāḻajhaṟḍ̠ā (ଦେ.ବିଣ.) - ଯେଉଁ ଫଳ ପୂର୍ଣ୍ଣରୂପେ ପକ୍ୱ ବା ପୁଷ୍ଟ ହେବା ପୂର୍ବରୁ ଗଛରୁ ଝଡ଼ି ପଡ଼େ; କେଞ୍ଚୁଡ଼ି ଅବସ୍ଥାରେ ଗଛରୁ ଝଡ଼ି ପଡ଼ିବା (ଫଳ)। (fruit) Fallen from the tree before it is ripe.