Back

ଅନାଟନ

Also : [ ଅନଟନ ]




  1. Anaṭana (ସଂ.ବି.)ଅଭାବ Want.

  2. ନିଅଣ୍ଟ ଅବସ୍ଥା Inadequacy; insufficiency.

  3. (ସଂ.ବିଣ.)ଅପ୍ରତୁଳ; ନିଅଣ୍ଟ Inadequate; insufficient.




  •  [ ବି.ଦ୍ର ] ‘ଅନାଟନ’ ସ୍ଥାନରେ ଶୁଦ୍ଧ ଶବ୍ଦଭାବେ ‘ଅନଟନ’ ଲେଖାଯିବା ବିଧେୟ