Back

ଅନାତ୍ମଜ୍ଞ


  1. Anātmajn̄a (ସଂ.ବିଣ.) - ଆଧ୍ୟାତ୍ମିକ ବା ପାରମାତ୍ମିକ ଜ୍ଞାନଶୂନ୍ୟ Not having spiritual knowledge.

  2. ନିର୍ବୋଧ; ଯେ ନିଜର ଶକ୍ତି ବା ଅବସ୍ଥା ବୁଝି ନ ପାରେ Unable to realise one's own condition or power.




  • ଅନାତ୍ମଜ୍ଞା - (ସ୍ତ୍ରୀ)