Back

ଅନାତ୍ମବେଦୀ

Also : [ ଅନାତ୍ମଜ୍ଞାନ ]




  1. Anātmabedī (ସଂ.ବିଣ.) - ଆଧ୍ୟାତ୍ମିକ ବା ପାରମାତ୍ମିକ ଜ୍ଞାନଶୂନ୍ୟ Not having spiritual knowledge.

  2. ନିର୍ବୋଧ; ଯେ ନିଜର ଶକ୍ତି ବା ଅବସ୍ଥା ବୁଝି ନ ପାରେ Unable to realise one's own condition or power.




  • ଅନାତ୍ମବେଦିନୀ - (ସ୍ତ୍ରୀ)