Back

ଅକାଳପକ୍ବ

Also [ ଅକାଳପକ୍ୱତା ]




  1. Akāḻapakwa (ସଂ.ବିଣ.) -   ଅସମୟରେ ପାଚିଥିବା (ଫଳ) (fruit) Ripened before time.

  2. ଯେଉଁ କଞ୍ଚା ଫଳକୁ (ଯଥା—କାଠିଆକଦଳୀ, ଆମ୍ବ, ପଣସ) କୁତ୍ରିମ ଉପାୟରେ (ଯଥା—ଖରା ଦେଇ, ଧୁଆଁ ଦେଇ, ଗୋଇଠା ମାରି) ପଚାଇ ଦିଆଯାଏ (young fruit) Made ripen by the employment of artificial means. 

  3. (ଲକ୍ଷଣାର୍ଥ) ବାଲ୍ୟ ବା ଯୁବାକାଳରେ ବୃଦ୍ଧ ଓ ଜ୍ଞାନୀ ବ୍ୟକ୍ତି ପରି ଆଚରଣକାରୀ (ବ୍ୟକ୍ତି) (a young man) Conducting himself like an older and wiser man; untimely wise.

  4. (ଲକ୍ଷଣାର୍ଥ) ସାଂସାରିକ ଅନୁଭବ ନ ଥାଇ କେବଳ ପୁସ୍ତକ ପାଠରୁ ଜ୍ଞାନ ଲାଭ କରି ବୃଦ୍ଧ ଓ ଅନୁଭବୀ ପରି ଆଚରଣକାରୀ (ଯୁବକ) (a young man) Conducting himself like a wise old man by means of theoretical knowledge derived from book-lore.