Back

ଅନାଥପିଣ୍ଡଦ


  1. Anāthapiṇḍada  (ସଂ.ବି.)(ଯେ ଦୁଃଖୀ ଗରିବମାନଙ୍କୁ ଅନ୍ନ ଦେଇ ପୋଷୁ ଥିଲେ) ଶାକ୍ୟମୁନି ବା ବୁଦ୍ଧଙ୍କର ଜନୈକ ଭକ୍ତ ଶେଠ; ଏହାଙ୍କ ବଗିଚାରେ ବୁଦ୍ଧ ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲେ Name of a merchant-devotee of the Buddha.