Back

ଅନାଥବନ୍ଧୁ


  1. Anāthabandhu (ସଂ.ବି.) - ଅନାଥବ୍ୟକ୍ତିର ସହାୟକ ବା ଆଶ୍ରୟଦାତା The friend of the helpless.

  2. ପରମେଶ୍ୱର God.

  3. (ଦେ.ବି.) - ଲୋକଙ୍କ ନାମ A name given to males.