Back

ଅନାଥା


  1. Anāthā (ସଂ.ବିଣ.) - ଅନାଥର ସ୍ତ୍ରୀଲିଙ୍ଗ  Feminine of Anātha.

  2. (ସଂ.ବି.)ଅସହାୟା ସ୍ତ୍ରୀ A helpless woman.

  3. ପିତୃମାତୃହୀନା ବାଳିକା An orphan girl.

  4. ବିଧବା  A widow.