Back

ଅନାଥାଳୟ

Also : [ ଅନାଥାଶ୍ରୟ, ଅନାଥାଶ୍ରମ ]




  1. Anāthāḻaya  (ସଂ.ବି.) - ପିତୃମାତୃହୀନ ବାଳକ ବାଳିକାମାନଙ୍କୁ ଶିକ୍ଷା ଦେବା ଓ ପୋଷିବା ପାଇଁ ପ୍ରତିଷ୍ଠିତ ଆଶ୍ରମ  An orphanage.

  2. ଗରିବ ଓ ନିରାଶ୍ରୟ ବ୍ୟକ୍ତିମାନଙ୍କୁ ଆଶ୍ରୟ ଦେବା ସ୍ଥାନ A poor-house.