Back

ଅନାଥାଶ୍ରମ

Also : [ ଅନାଥାଳୟ ]




  1. Anāthāṡrama  (ସଂ.ବି.) - ପିତୃମାତୃହୀନ ବାଳକ ବାଳିକାମାନଙ୍କୁ ଶିକ୍ଷା ଦେବା ଓ ପୋଷିବା ପାଇଁ ପ୍ରତିଷ୍ଠିତ ଆଶ୍ରମ  An orphanage.

  2. ଗରିବ ଓ ନିରାଶ୍ରୟ ବ୍ୟକ୍ତିମାନଙ୍କୁ ଆଶ୍ରୟ ଦେବା ସ୍ଥାନ A poor-house.