Back

ଅନାଦି


  1. Anādi (ସଂ.ବିଣ.)ଯାହାର ଆଦି ନାହିଁ Having no beginning.

  2. ଅନନ୍ତକାଳରୁ ଥିବା Existing from eternity.

  3. ଜନ୍ମରହିତ; ଅଜ Birthless.

  4. ଯାହାର ଜନ୍ମକାଳ ବା ଆଦ୍ୟ ଠିକଣା କରାଯାଇ ନ ପାରେ Whose birth or beginning or origin is untraceable.

  5. (ସଂ.ବି.) -ପରମେଶ୍ୱର; ଭଗବାନ God.

  6. (ଦେ.ବି.)ଲୋକବିଶେଷଙ୍କ ନାମ A name given to males.