Back

ଅକାଳପୋଷା


  1. Akāḻaposhā (ଦେ.ବିଣ.) - ଅକାଳ ବା ଦୁର୍ଭିକ୍ଷ କାଳରେ ଯେଉଁ ବ୍ୟକ୍ତି ଦୁଃସ୍ଥ ବ୍ୟକ୍ତିମାନଙ୍କୁ ଆହାର ଦେଇ ପୋଷନ୍ତି ବା ପାଳନ୍ତି (a person) Maintaining the poor in times of scarcity of famine.




  • (ଅକାଳପୋଷୀ - ସ୍ତ୍ରୀ)