Back

ଅନାଦ୍ୟ


  1. Anādya (ସଂ.ବିଣ.) - ଯାହାର ଆଦି ନାହିଁ Having no beginning.

  2. ଅନନ୍ତକାଳରୁ ଥିବା Existing from eternity.

  3. ଜନ୍ମରହିତ; ଅଜ Birthless.

  4. ଅଖାଦ୍ୟ; ଯାହା ଖିଆଯାଇ ନ ପାରେ Not eatable.