Back

ଅନାପଦ୍‌


  1. Anāpad (ସଂ.ବି.) - ବିପତ୍କାଳ ଛଡ଼ା ଅନ୍ୟ ସମୟ Time other than that of calamities.

  2. ଆପଦର ଅଭାବ Absence of misfortune.



[ ଦ୍ର ] ଗୃହସ୍ଥ ଅନାପଦ୍ ଅର୍ଥାତ୍ ଆପତ୍କାଳ ଛଡ଼ା ଅନ୍ୟ ସମୟରେ ଯହିଁରେ କୌଣସି ପ୍ରାଣୀର କିଛିମାତ୍ର ପୀଡ଼ା ବା ଦ୍ରୋହ ନ ହୁଏ କିମ୍ବା ଅଭାବ ପକ୍ଷରେ ଅଳ୍ପ ପୀଡ଼ା ହୁଏ ଏପରି ବୃତ୍ତି ଅବଲମ୍ବନ କରି ଜୀବିକା ନିର୍ବାହ କରିବା (ରାମଶଙ୍କର, ମନୁ, ୪|୨)