Back

ଅକାଳଫଳ

Also :  [ ଅକାଳଜାତ ଫଳ, ଅକାଳକୁଷ୍ମାଣ୍ଡ ]




  1. Akāḻaphaḻa (ସଂ.ବି.) ଫଳିବା ଋତୁ ଛଡ଼ା ଅନ୍ୟ ଋତୁରେ ଫଳିବା ଫଳ Fruit growing out of season; untimely fruit. 

  2. (ଲକ୍ଷଣାର୍ଥ) ପିତାମାତାଙ୍କର ସନ୍ତାନୋତ୍ପାଦିକା ଶକ୍ତି ପୂର୍ଣ୍ଣରୂପେ ଲାଭ ନ ହେଉଣୁ ସେମାନଙ୍କଠାରୁ ଜନ୍ମିବା ସନ୍ତାନ An offspring of undeveloped parents.

  3. (ଲକ୍ଷଣାର୍ଥ) ପିତାମାତାଙ୍କର ବଳିଷ୍ଠ ସନ୍ତାନ ଉତ୍ପାଦନ କରିବା ଶକ୍ତି ଲୋପ ହେବା ପରେ ଅର୍ଥାତ୍ ବାର୍ଦ୍ଧକ୍ୟରେ ତାଙ୍କଠାରୁ ଜାତ ସନ୍ତାନ  An offspring of decrepit or worn out parents. 

  4. (ଲକ୍ଷଣାର୍ଥ) ଗର୍ଭ ଧାରଣର ଦଶ ମାସ ପୂର୍ଣ୍ଣ ନ ହେଉଣୁ ଜନ୍ମିବା ପିଲା An offspring born before the full period of conception