Back

ଅନାବନା


  1. Anābanā (ଦେ.ବିଣ.) -ଅନାମା; ଯାହାର ନାମ ନାହିଁ Having no name.

  2. ଅଜ୍ଞାତନାମା; ଯାହାର ନାମ ଜଣା ନାହିଁ Whose name is not known.

  3. ଏକତ୍ର ମଶ୍ରିତ Jumbled up together; mixed up.

  4. ଇତସ୍ତତଃ ବିକ୍ଷିପ୍ତ; ଅସମ୍ବନ୍ଧ Confused; Without sequence or method.

  5. (ବହୁବଚନ) ନାମ ଜଣା ନ ଥିବା ନାନା ପ୍ରକାରର (ଶାଗ) Consisting. of many nameless (herbs).




  • ଅନାବନା ଗଛ




  1. ନାନାପ୍ରକାର ଅନାମା ବୃକ୍ଷ  Miscellaneous plants having no name.