Back

ଅନାବଶ୍ୟକ


  1. Anābaṡyaka (ସଂ.ବିଣ.) - ଅପ୍ରୟୋଜନୀୟ; ବେଦରକରୀ  Useless; unncerssary.




  • ଅନାବଶ୍ୟକୀୟ




  1. ଅନାବଶ୍ୟକର ଅଶୁଦ୍ଧ ବ୍ୟବହାର; କାରଣ ଆବଶ୍ୟକ ଶବ୍ଦ ବିଶେଷଣ ଏବଂ ସଂ. ରେ ଆବଶ୍ୟକୀୟ ଶବ୍ଦ ନାହିଁ) ଅନାବଶ୍ୟକ; ଅପ୍ରୟୋଜନୀୟ; ବେଦରକରୀ  Useless; unncerssary.