Back

ଅନାବାଦିଆ


  1. Auābādiā (ଗ୍ରା.ବିଣ.) - (ତୁଚ୍ଛାର୍ଥ; ଗାଳିରେ ବ୍ୟବହୃତ; ଅନାବାଦି ଜମି ପରି ହେୟ) ନିଷ୍କର୍ମା (ଲୋକ) Worthless (person)

  2. ଅଳସୁଆ  Idle; lazy.

  3. ଅଶିକ୍ଷିତ Uneducated.

  4. ଅଭଦ୍ର; ଅଶିଷ୍ଟ Unmannerly; uncivil.