Back

ଅନାବୃତ


  1. Anābṛuta (ସଂ.ବିଣ.) ଅନାଚ୍ଛାଦିତ; ଘୋଡ଼ିଆ ହୋଇ ନ ଥିବା Uncovered.

  2. ଖୋଲା Open; exposed.

  3. ଯାହାର ଘୋଡ଼ଣି ନାହିଁ  Having no lid or cover

  4. ଲୁଗା ପିନ୍ଧି ନ ଥିବା; ଫୁଙ୍ଗା Undressed.




  • ଅନିବୃତା - (ସ୍ତ୍ରୀ)