Back

ଅନାବୃତ୍ତି


  1. Anābṛutti (ସଂ.ବି.) ଅପ୍ରତ୍ୟାବର୍ତ୍ତନ; ନ ଫେରିବା  Not returning

  2. ଅପୁନରାବର୍ତ୍ତନ; ମୋକ୍ଷ; ପରମ ମୁକ୍ତି  Final emancipation.

  3. ଅନଭ୍ୟାସ Want of practice or exercise.