Back

ଅନାମ

Also : [ ଅନାମିଆଁ, ଅନାମୀ ]




  1. Anāma (ସଂ.ବିଣ.) ନାମହୀନ; ଯାହାର ନାମ ନାହିଁ Nameless.

  2. ଅଜ୍ଞାତନାମା; ଯାହାର ନାମ ଜଣା ନାହିଁ Whose name is not known.

  3. ଦୁର୍ନାମଯୁକ୍ତ Infamous.

  4. ଅଜ୍ଞାତ Unknown.

  5. ଅପ୍ରସିଦ୍ଧ Not famous

  6. (ସଂ.ବି.) - ଲୋକବିଶେଷଙ୍କ ନାମ Name of males.




  • ଅନାମା - (ସ୍ତ୍ରୀ)