Back

ଅନାମତ୍‌


  1. Anāmat (ଦେ.ଅ.) ଅନବରତ; ସର୍ବଦା Always. (ଯଥା - ସେ ମତେ ଅନାମତ୍ ବିରକ୍ତ କରୁଛି।)

  2. ଅବିଶ୍ରାନ୍ତଭାବରେ Uninterruptedly. (ଯଥା - ମୁଁ ଗଲାଦିନୁଁ ଅନାମତ୍ ଝଡ଼ି ବଢ଼ି ହେଉଛି)

  3. ତମାମ୍ Wholly; throughout. (ଯଥା - ତା ଦୁଇ ଗୋଡ଼ ଅନାମତ୍ ଗୁଡ଼ିଏ ବିଇଞ୍ଚି ବାହାରିଛି।)

  4. (ଦେ.ବି.) ନକ୍ସାରେ ଘାସ, ଗଛ, ବୁଦାଆଦିର ଜ୍ଞାପକ ଚିହ୍ନ Conventional signs to denote grass, trees and bushes in a Map.