Back

ଅନାମତେ


  1. Anāmate (ଦେ.ଅ.) - ମତେ ଅନା ବା ଚାହାଁ Look at me. 

  2. ଅନବରତ; ସର୍ବଦା Always. (ଯଥା - ସେ ମତେ ଅନାମତ୍ ବିରକ୍ତ କରୁଛି।)

  3. ଅବିଶ୍ରାନ୍ତଭାବରେ Uninterruptedly. (ଯଥା - ମୁଁ ଗଲାଦିନୁଁ ଅନାମତ୍ ଝଡ଼ି ବଢ଼ି ହେଉଛି)