Back

ଅନାମନା


  1. Anāmanā (ଦେ.ବିଣ.) ଅନାମା; ଯାହାର ନାମ ନାହିଁ Having no name.

  2. ଅଜ୍ଞାତନାମା; ଯାହାର ନାମ ଜଣା ନାହିଁ Whose name is not known.

  3. ଏକତ୍ର ମଶ୍ରିତ Jumbled up together; mixed up.