Back

ଅନାମିକା


  1. Anāmikā (ସଂ.ବିଣ.) ଅନାମକର ସ୍ତ୍ରୀଲିଙ୍ଗ Feminine of An - maka.

  2. (ସଂ.ବି.) - କାଣୀଆଙ୍ଗୁଠି ଓ ମଝିଆଙ୍ଗୁଠିର ମଝିରେ ଥିବା ଆଙ୍ଗୁଠି; ପରିଆଙ୍ଗୁଠି (ଏ ଆଙ୍ଗୁଠିରେ ମୁଦି ଓ କୁଶବଟୁ ପିନ୍ଧାଯାଏ।) Ring-finger.

  3. (ଦେ.ବିଣ.) - ଅନାମ Nameless.