Back

ଅନାୟାସକୃତ


  1. Anāyāsakṛuta (ସଂ.ବିଣ.) - ସହଜରେ କରିଯିବା Done easily.

  2. (ସଂ.ବି) - ଆଗରୁ କିଛି ସଂଗ୍ରହ କରା ନ ଯାଇ ତିଆରି କରାଯିବା ଔଷଧ An infusion prepared extemporaneously.