Back

ଅନାର୍ତ୍ତବ


  1. Anārttaba  (ସଂ.ବିଣ.) - ଅଋତୁରେ ଘଟିବା; ଅକାଳରେ ଘଟିବା Unseasonable; taking place out of proper season.

  2.  (ସଂ.ବି.) - ଅକାଳ ବର୍ଷା; ବର୍ଷାଋତୁ ଛଡ଼ା ଅନ୍ୟ ଦିନ ହେବା ବର୍ଷା; ଅଦିନ ବର୍ଷା Unseasonable rain.