Back

ଅନାର୍ଷ


  1. Anārsha (ସଂ.ବିଣ.) - ଯାହା ଋଷିସମ୍ବନ୍ଧୀୟ ନୁହେ Not relating to a Sage.

  2. ଯାହା ବୈଦିକ ସ୍ତବସମ୍ବନ୍ଧୀୟ ନୁହେ Not relating to a Vedic hymn.

  3. ଋଷିଙ୍କ ପ୍ରତି ପ୍ରଯୁକ୍ତ ହୋଇ ନ ଥିବା Not applied to a Sage.