Back

ଅନାଶ୍ରମୀ


  1. Anāṡramī (ସଂ.ବି.) - ଦ୍ୱିଜାତିଙ୍କର ଚାରି ଆଶ୍ରମକୁ ଯେଉଁ ବ୍ୟକ୍ତି ପାଳେ ନାହିଁ One who does not follow the four religious orders which the twice-born are enjoined to observe.