Back

ଅନାଶ୍ରିତ


  1. Anāṡrita (ସଂ.ବିଣ.) - ଅବଲମ୍ବନହୀନ Not supported.

  2. ସ୍ୱାବଲମ୍ବନଶୀଳ Self-supporting; self-dependent.

  3. ସ୍ୱାଧୀନ Independent.

  4. ଅନ୍ୟର ସମ୍ପର୍କରହିତ  Isolated.

  5. ଯେ ଅନ୍ୟକୁ ଅପେକ୍ଷା କରେ ନାହିଁ Regardless of others.




  • ଅନାଶ୍ରିତା - (ସ୍ତ୍ରୀ)