Back

ଅନାସ୍ତ

Also : [ ଅନାଥ ]




  1. Anāsta (ଗ୍ରା.ବିଣ.) - ଅନାଥ; ଅଶରଣ; ନିରାଶ୍ରୟ Helpless; having no protector.

  2. (ସଂ. ଅନାଥ) ପିତୃମାତୃହୀନ Orphan.

  3. (ସଂ. ଅନାସ୍ଥା=ଅନାଦର) ଅନାଦର ପ୍ରାପ୍ତ; ଯାହାର କେହି ଯତ୍ନ ନିଏ ନାହିଁ Uncared for; neglected.

  4. (ସଂ. ଅନାସ୍ଥା) ଅନାଦୃତ Disregarded.

  5. (ଗ୍ରା.ବି.) - (ସଂ. ଅନାସ୍ଥା) ଅନାସ୍ଥା; ଅଯତ୍ନ  Want of care; neglect.

  6. ଅନ୍ୟାଥା; ଅନ୍ୟ ପ୍ରକାରେ Otherwise (ଯଥା - ମୋ ହୁକୁମ ଯେ ଅନାସ୍ତ କରିବ ତାର ସର୍ବନାଶ କରିବି)