Back

ଅନାହତଚକ୍ର


  1. Anāhatachakra (ଦେ.ବି.) - ଧୂଆ ହୋଇ ନ ଥିବା ନୂଆ ଲୁଗା; କୋରାଲୁଗା Unbleached new cloth.

  2. (ତନ୍ତ୍ର) ଶରୀରରେ କଳ୍ପିତ ଷଟ୍‌ଚକ୍ର ମଧ୍ୟରୁ ହୃଦୟରେ କଳ୍ପିତ ଚତୁର୍ଥ ଚକ୍ର ବା ଦ୍ୱାଦଶ ଦଳପଦ୍ମ (tantra) The 4th of the six circles imagined inside the body which resembles a twelve petalled lotus and exists in the heart.

  3. (ଦେ.ବି.) - ଅନାହତନାଦ; ଓଁକାର  The mystic syllable 'Om'.