Back

ଅନାହତନାଦ

Also : [ ଅନାହତଧ୍ବନି ]




  1. Anāhatanāda (ସଂ.ବି.) - ବିନା ଆଘାତରେ ହୃଦୟ ମଧ୍ୟରେ ଜନ୍ମିବା ଧ୍ୱନି A sound produced otherwise than by beating.

  2. ପ୍ରଣବ; ଓଁକାର  The mystic syllable 'Om'.

  3. ଶୂନ୍ୟଶବ୍ଦ; ଶୂନ୍ୟରୁ ଶୁଣାଯିବା ଶବ୍ଦ  A sound occasionlly heard from no where.



 [ ଦ୍ର ] ହୃଦୟସ୍ଥ ଅନାହତ ଚକ୍ରରୁ 'ଓଁ' ରୂପକ ଯେଉଁ ବ୍ରହ୍ମମୟ ଧ୍ୱନି ବାହାରେ ତାକୁ 'ଅନାହତନାଦ' କହନ୍ତି।