Back

ଅନାହାର୍ଯ୍ୟ


  1. Anāhārj̄ya (ସଂ.ବିଣ.) - ଧରାଯିବାର ଅନୁପଯୁକ୍ତ Not to be seized or taken.

  2. ଯାହାକୁ ହାଜର୍ ବା ଉପସ୍ଥାପିତ କରା ଯାଇ ନପାରେ Not producible.

  3. ଅଖାଦ୍ୟ; ଯାହା ଖିଆ ଯାଇ ନପାରେ Not to be eaten; uneatable.