Back

ଅନାହୂତୋପଜଳ୍ପୀ


  1. Anāhūtopajaḻpī (ସଂ.ବି.) - ଆଗକୁହା; ଆଗବୋଲା; କେହି ନପଚାରୁଣୁ ଯେ ବଳେ ବଳେ କହେ ବଳେ ବଳେ କହେ An uncalled for boaster

  2. (ସଂ.ବିଣ.) - ବଳେ ବଳେ ଯେ କଥା କହେ Talking unasked.




  • ଅନାହୂତୋପଜଳ୍ପିନୀ - (ସ୍ତ୍ରୀ)