Back

ଅନାହ୍ଲାଦ


  1. Anāhlāba  (ସଂ.ବି.) - ଆନନ୍ଦର ଅଭାବ Absence of joy.

  2. ଅସନ୍ତୋଷ Dissatisfaction; discontent.

  3. (ସଂ.ବିଣ.) - ଆନନ୍ଦିତ ନ ହୋଇ ଥିବା Not cheerful

  4. ବିଷଣ୍ଣ Gloomy.




  • ଅନାହ୍ଲାଦା - (ସ୍ତ୍ରୀ)