Back

ଅନିଆଁଅନି


  1. Aniāñani (ଗ୍ରା.ବି.) - ଚୁହାଁଚୁହିଁ; ପରସ୍ପର ଦେଖାଦେଖି Looking at each other.

  2. ପରସ୍ପର ଆଖି ଠରାଠରି  Mutual ogling.

  3. (ଦେ.ବିଣ.) - ପରସ୍ପରକୁ ଚାହୁଁଥିବା Looking at each other.

  4. ପରସ୍ପର ଆଖି ଠରାଠରି ହେଉଥିବା Ogling each other.