Back

ଅନିଆମୀ


  1. Aniāmī (ଗ୍ରା.ବି.) - ଅନିୟମ Want of rule; irregularity.

  2. ନିୟମର ଅପାଳନ Non-observance of rules.

  3. (ଗ୍ରା.ବିଣ.) - (ସଂ. ଅନିୟମୀ) ଅନିୟମିତ Not regular.

  4. ଯେ ସଦାଚାର ପାଳନ କରେ ନାହିଁ Not observing the social rules of cleanliness.