Back

ଅନିଗ୍ରହ


  1. Anigraha (ସଂ.ବି.) - କାଇଲି ନ ମାନିବା; ଯୁକ୍ତିରେ ପରାଜିତ ହେବା କଥା ନମାନିବା Not owning one's self refuted.

  2. ଯୁକ୍ତି ଦ୍ୱାରା ଅଖଣ୍ଡନ Non-refutation.

  3. ଅଟକ ବା ବାଧାର ଅଭାବ  Non-restraint.

  4. (ସଂ.ବିଣ.) -  ଅବାଧ Unrestrained.