Back

ଅନିଚ୍ଛା


  1. Anichchhā (ସଂ.ବିଣ.) - ଅନିଚ୍ଛର ସ୍ତ୍ରୀ ଲିଙ୍ଗ Feminine of Anichchha.

  2. (ସଂ.ବି.) - (ନଞ ତତ୍; ନ+ଇଚ୍ଛା) ଇଚ୍ଛାର ଅଭାବ Unwillingness.

  3. କୌଣସି କାମ କରିବାକୁ ନ ହେବା Reluctance,: disinclination.