Back

ଅନିତ୍ୟଦତ୍ତକ

Also : [ ଅନିତ୍ୟଦତ୍ରିମ ]




  1. Anityadattaka (ସଂ.ବି.) - (ଆଇନ) କିଛିକାଳ ପାଇଁ ପୋଷିଆଁ ପୁଅ ରୂପେ ଗ୍ରହଣ କରିବାପାଇଁ ପିତାମାତାଙ୍କ ଦ୍ୱାରା ଅନ୍ୟକୁ ଦିଆ ଯାଇଥିବା ପୁଅ (law) A son surrendered by his parents to another for temporary adoption.

  2. (ଆଇନ) ଶାସ୍ତ୍ରବିଧାନ ଅନୁସାରେ ପୋଷ୍ୟପୁତ୍ର ରୂପେ ଗୃହୀତ ହେବା ପୂର୍ବରୁ ପାଳିବାକୁ ଦିଆ ଯାଇଥିବା ପୁଅ A son surrendered by his parents to another for preliminary adoption.