Back

ଅକାଳିଗୁଡ଼ୁ

Also : [ ଅକାଲିଗୁଡୁ ]




  1. Akāḻiguṟḍ̠u (ପ୍ରାଦେ.(ବି.) - ବାଳକମାନଙ୍କର ଏକ ପ୍ରକାର ଡୁଡୁ ଖେଳ A kind of out-door game amongst boys.

     



[ ଦ୍ର ] ଏହା ଡୁଡୁ ଖେଳ ପରି ଦୁଇ ଦଳଙ୍କ ମଧ୍ୟରେ ଖେଳାଯାଏ; ଏକ ଦଳର ଯେଉଁ ବାଳକ ମଝି ଗାରକୁ ଡେଇଁ ଅନ୍ୟ ଦଳର ସୀମାକୁ ଯାଏ, ସେ 'ଅକାଳି' 'ଅକାଳି' ଶବ୍ଦ ଉଚ୍ଚାରଣ କରି ଦଉଡ଼ୁଥିବାରୁ ଖେଳର ଏହି ନାମ।]